The Ultimate Managed Hosting Platform
ADVERTISEMENT

୨୮ରେ ଶ୍ରୀମନ୍ଦିର ଲେଜର ସ୍କାନିଂ

Facebook
Twitter
LinkedIn

ପୁରୀ : ୨୮ ତାରିଖରେ ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ । ଲେଜର ସ୍କାନିଂ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । ଏଏସଆଇର ପୂର୍ବ ନିର୍ଦ୍ଧାରିତ ଧାର୍ଯ୍ୟ ଦିନରେ ହେବ ଲେଜର ସ୍କାନିଂ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏ ନେଇ ସୂଚନା ଦେଇଛନ୍ତି । ସ୍କାନିଂ କରାଗଲେ ପରେ ବାହାର ରତ୍ନଭଣ୍ଡାରର କେଉଁଠି ଫାଟ ରହିଛି ତାହା ଜଣା ପଡ଼ିବ। ଟେକ୍ନିକାଲ କମିଟି ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ ପରେ ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ସ୍କାନିଂ କରାଯିବ । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login