The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଏହି ଲୋକ ମାନେ ପିଜୁଳି ଖାଇବା ଅନୁଚିତ୍

Facebook
Twitter
LinkedIn

ବ୍ୟୁରୋ : ପିଜୁଳି ହେଉଛି ଏକ ସ୍ୱାଦିଷ୍ଟ ଫଳ । ଏଥିରେ ପୋଷକ ତତ୍ୱ ଭରପୁର ରହିଛି । ପିଜୁଳିରେ ଭିଟାମିନ ବି୬, ଭଇଟାମିନ ସି, ଭିଟାମିନ କେ , ଫାଇବର , ପୋୟାସିୟମ , ଫସଫରସ, କ୍ୟାଲସିୟମ, ଆଇରନ, ଜିଙ୍କ, କାର୍ବୋହାଇଡ୍ରେଟ ଭଳି ପୋଷକ ତତ୍ୱ ରହିଛି ।ଏଥିରେ ଭରପୁର ପୋଷକ ତତ୍ୱ ଥିବା ବେଳେ କିଛି ଲୋକ ଏହାକୁ ଖାଇବା ଉଚିତ ନୁହେଁ । କିନ୍ତୁ ଏବେ ଆମେ ଜାଣିବା କେଉଁ କେଉଣ ଲୋକ ମାନେ ପିଜୁଳି ଖାଇବା ଉଚିତ ନୁହେଁ ।


ଅପରେସନ ହେବାକୁ ଥିଲେ -ଯଦି ଆପଣ କିଛି ସର୍ଜରୀ ବା ଅପରେସନ କରିବାକୁ ଚାହୁଁଛନ୍ତି ତେବେ ୨ ସପ୍ତାହ ଧରି ପିଜୁଳି ଖାଇବା ଛାଡି ଦିଅନ୍ତୁ । କାରଣ ଏହି ଫଳ ଖାଇଲେ ବ୍ଲକ ସର୍କୁଲେସନରେ ଅସୁବିଧା ହୋଇଥାଏ ।


ଗର୍ଭବତୀ ମହିଳା – ଗର୍ଭବତୀ ମହିଳା ପିଜୁଳି ଖାଇବା ଠାରୁ ଦୁରେଇ ରହିବା ଉଚିତ । କାରଣ ଏହା ଖାଇବା ଦ୍ୱାରା ସେମାନଙ୍କର ଏବଂ ସେମାନଙ୍କ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।


କାଶ,ଥଣ୍ଡା ହେଲେ- ପିଜୁଳି ଏକ ଥଣ୍ଡା ଫଳ । ଏଣୁ ସର୍ଦ୍ଦି, ଥଣ୍ଡା , କାଶ ହେଲେ ପିଜୁଳି ଖାଇବା ଅନୁଚିତ । କାରଣ ଥଣ୍ଡା , କାଶ ଭଲ ହେବା ପରିବର୍ତ୍ତେ ଏହା ଅନେକ ଦିନ ଧରି ରହିବ ।


ଏକଜିମା ବା ଚର୍ମ କୁଣ୍ଡାଇ ହେଲେ- ଏକଜିମା ହେଲେ ପିଜୁଳା ଖାଇବା ଅନୁଚିତ । କାରଣ ଏହାକୁ ଖାଇବା ଦ୍ୱାରା ଚର୍ମରେ ଇରିଟେସନ ଏବଂ କୁଣ୍ଡାଇ ହୁଏ ।


ପାକସ୍ଥଳୀ ସମସ୍ୟା-ପିଜୁଳି ଆମ ଶରୀର ପାଇଁ ଲାଭକାରୀ । କିନ୍ତୁ ଯେଉଁ ମାନେ ପାକସ୍ଥଳୀ ସମସ୍ୟା ଭୋଗୁଥିବେ ସେମାନେ ଏହି ଫଳ ଠାରୁ ଦୂରେଇ ରହିବା ଉଚିତ । କାରଣ ଏହାକୁ ଖାଇଲେ ପେଟରେ କଷ୍ଟ ଏବଂ ବାନ୍ତୀ ହୋଇଥାଏ ।
ପ୍ରତ୍ୟାଖାନ : ଆମରଏହି ପାଠ ପଢିଥିବାରୁ ଧନ୍ୟବାଦ ।ଏହା କେବଳ ଘରୋଇ ଉପଚାର ପାଇଁ ଉଦ୍ଧିଷ୍ଟ । ଅଧିକ କିଛି ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login