The Ultimate Managed Hosting Platform
ADVERTISEMENT

ଦଶରଥପୁରରେ ପଶିଲା ହାତୀ

Facebook
Twitter
LinkedIn

ଯାଜପୁର : ଦଶରଥପୁର ପଞ୍ଜରା ସାହି ସ୍କୁଲ ପଛରେ ହାତୀ । ହ୍ରଦଗଡ ଜଙ୍ଗଲୀ ହାତୀଟି ବୈତରଣୀ ନଦୀ ଦେଇ ଆସିଥିବା ସୂଚନା ।ଏତେ ପାଖରୁ ହାତୀକୁ ଦେଖି ଗାଁ ଲୋକେ ଭୟଭୀତ । ହାତୀଟିକୁ ଜଙ୍ଗଲକୁ ଘଉଡାଇବା ପାଇଁ ପହଁଚିଲେ ବନ କର୍ମଚାରୀ । ତେବେ ଖାଦ୍ୟ ଅନ୍ୱେଷଣରେ ହାତୀଟି ଗାଁ ମୁହାଁ ହୋଇଥିବା ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login