The Ultimate Managed Hosting Platform
ADVERTISEMENT

ଷ୍ଟଡି ଟୁରରେ ଆସି ଭାସିଗଲେ ଛାତ୍ର

Facebook
Twitter
LinkedIn

ଯୋଡ଼ା : ଜଳପ୍ରପାତରେ ଗଧୋଇବା ହେଲା କାଳ । ଷ୍ଟଡି ଟୁରରେ ଆସି ଜଳପ୍ରପାତରେ ଭାସିଗଲେ ଛାତ୍ର । ଆସାବଧାନତାରୁ ଭାସିଯାଇ ଜଣେ ଛାତ୍ର ନିଖୋଜ । ଅନ୍ୟ ୨ଜଣ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । କଲିକତାରୁ ଯୋଡ଼ା ଅଞ୍ଚଳକୁ ଆସିଥିବା ବେଳେ ବଲାଣି ଥାନା କୁଣ୍ଡୁଲୁ ଜଳପ୍ରପାତ ଏହି ଅଘଟଣ ଘଟିଛି ।
ଅସାବଧାନତାରୁ ଜଳ ପ୍ରପାତରେ ଭାସି ଯାଇ ଜଣେ ଛାତ୍ର ନିଖୋଜ ଥିବା ବେଳେ ଅନ୍ୟ ୨ ଛାତ୍ର ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । କଲିକତା ଅଞ୍ଚଳ ର ଆଶୁତୋଷ ଘରୋଇ କଲେଜ ରୁ ଛାତ୍ର ମାନେ ଷ୍ଟଡି ଟୁରରେ ଯୋଡ଼ା ଅଞ୍ଚଳକୁ ଆସିଥିବା ବେଳେ ବଲାଣି ଥାନା କୁଣ୍ଡୁଲୁ ଜଳପ୍ରପାତ କୁ ବୁଲିବାକୁ ଯାଇ ସେଠାରେ ଗାଧୋଇଥିଲେ। ତାରାଶଙ୍କର ସରକାର ନାମକ ଛାତ୍ର ଜଳପ୍ରପାତରେ ନିଖୋଜ ହୋଇ ଯାଇଥିବା ବେଳେ ଅନ୍ୟ ୨ ଛାତ୍ରଙ୍କୁ ଉଦ୍ଧାର କରାଯାଇ ବଡ଼ବିଲ ମେଡିକାଲରେ ଚିକିତ୍ସା କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login