ମୟୁରଭଞ୍ଜ : ପଶ୍ଚିମବଙ୍ଗ ଭାୟା ବାଲେଶ୍ୱର ଦେଇ ମୟୁରଭଞ୍ଜରେ ଗାଁ କୁ ଗାଁ ବୁଲି ବିକ୍ରି ହେଉଛି ଗୋ ମାଂସ । ରୋହିଙ୍ଗିଆ ବାଂଲାଦେଶୀଙ୍କ ନଜରରେ ଏବେ ମୟୁରଭଞ୍ଜର ଆଦିବାସୀ ଜନଜାତି । ପୋଲିସ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା । ମୟୁରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଧର୍ମାନ୍ତୀକରଣ, ଗୋ ମାଂସ ଚାଲାଣ ତଥା ହିନ୍ଦୁ ଧର୍ମକୁ ନଷ୍ଟ କରିବାର ଏକ ବ୍ୟାଧି ଭଳି ବ୍ୟାପି ବାରେ ଲାଗିଛି । ରାଜ୍ୟ ସରକାର ବାଂଲାଦେଶୀ ଶରଣାର୍ଥୀଙ୍କ ଉପରେ ରୋକ ନ ଲଗାଇଲେ ଆଗକୁ ଏ ଘଟଣା ବଡ ରୂପ ନେଇପାରେ ।
ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ପଳାଶବଣି ଗାଁରେ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ଯାହାଙ୍କ ଘର ପଶ୍ଚିମବଙ୍ଗର ବୋଲି ପ୍ରାଥମିକ ସୂଚନା ମିଳିଛି । ଉକ୍ତ ଯୁବକ ଜଣକ ସେହି ଗାଁରେ ଜନଜାତି ପରିବାର ଓ କିଛି ସାଧାରଣ ଲୋକଙ୍କୁ ଖାସି ମାଂସ କହି ଗୋ ମାଂସ ବିକ୍ରି କରି ଆସୁଥିଲାା ତେବେ ଏ ବାବଦରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ଜାଣିବା ପରେ ଗୋ ମାଂସ ସମେତ ଯୁବକକୁ ଧରି ପୋଲିସକୁ ଜିମା ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି ଏଇ ଭଳି କାଣ୍ଡ ଘଟାଇବା ପଛରେ ରହିଛି କାହାର ଷୋଡଯନ୍ତ୍ର ? କେମିତି ଜାଣିପାରୁ ନାହାନ୍ତି ପୋଲିସ ଓ ପ୍ରଶାସନିକ ଅଧିକାରୀ । ଏ ନେଇ ଏକ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।
ବେଆଇନ ଗୋ ମାଂସ ଚାଲାଣ, ଜଣେ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











