ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ଆରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲୀ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରିନ୍ସପାଲ ସେକେଟ୍ରେରୀ ସୁରେଶ କୁମାର ବଶିଷ୍ଟ ଯୋଗ ଦେଇଥିବା ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ, ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାଶ, ଜିଲ୍ଲାପାଳ ପାରୁଲ ପଟାୱାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କୈଳାଶ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ପରିଷଦ ଅଧକ୍ଷ ମନୋଜ ଭୋଇ, ପୌରପରିଷଦ ଅଧକ୍ଷା ଅର୍ଚ୍ଚନା ସିଂ, ଜଗତସିଂହପୁର ବ୍ଲକ ଚେୟାରମ୍ୟାନ କନକ ପ୍ରଭା ଲେଙ୍କା ଉପସ୍ଥିତ ରହିଥିବା ବେଳେ ପ୍ରଥମେ ମାନ୍ୟଗଣ ଅତିଥି ମାନଙ୍କ ଦ୍ୱାର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ମାଲ୍ୟ ପ୍ରଦୀପ୍ତ ପ୍ରଜ୍ବଳନ କରାଯାଇ ଏହି କାର୍ୟ୍ୟକ୍ରମ ଆରମ୍ଭ କରାଯାଇ ଥିଲା । ପ୍ରଥମେ ସମ୍ମାନିତ ଅଥିତି ମାନଙ୍କ ଦ୍ୱାର ବିଭିନ୍ନ ମିଶନ ଶକ୍ତି ଓ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କରା ଯାଇଥିବା ଷ୍ଟଲ ଗୁଡିକ ବୁଲି ପରିଦର୍ଶନ କରିଥିଲେ । ପରେ ପରେ ପ୍ରିନ୍ସପାଲ ସେକେଟ୍ରେରୀ ସୁରେଶ କୁମାର ନିଜର ଅଭିଭାଷଣ ମାଧ୍ୟମରେ ଜଗତସିଂହପୁର ଜିଲ୍ଲା ଯେଉଁ ଭଳି ଦୁଗ୍ଧ ଉତ୍ପାଦନରେ ଏକ ନମ୍ବର ହୋଇ ପାରିଛି । ସେହିପରି କିପରି ଭାବେ ମତ୍ସ୍ୟ ଚାଷରେ ଏକ ନମ୍ବର ହୋଇପାରିବ ସେ ସମ୍ଭଧରେ ଲୋକ ମାନଙ୍କ ଅବଗତ କରାଇଥିଲେ ଏବଂ ସମସ୍ତ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିବା ସହିତ ଜିଲ୍ଲା କିପରି କୃଷି, ପ୍ରାଣୀ, ମତ୍ସ୍ୟ କ୍ଷେତ୍ରରେ ଚାଷୀ ମାନେ ସ୍ୱାବଲମ୍ବୀ ହେଉଥିବା ନେଇ କହିଥିଲେ । ଶେଷରେ ଜିଲ୍ଲା ରେ ବିଭିନ୍ନ ସଫଳ ଚାଷୀ ମାନଙ୍କ ର ଚାଷ ର ଶୈଳୀ ଭିଡ଼ିଓ ଜରିଆରେ ଦେଖାଇ ବା ସହିତ ଆସିଥିବା ଶତାଧିକ ମିଶନ ଶକ୍ତି ମହିଳା ଓ ଚାଷୀ ମାନଙ୍କୁ ଅତିଥି ମାନେ ଧନ୍ୟବାଦ ଅର୍ପଣ କରିଥିବାର ଦେଖା ଯାଇଛି ।
ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







