ୱାଙ୍ଖଡେ : ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ସେମିଫଆଇନାଲ ମ୍ୟାଚ । ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ତେବେ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କାରଣ ଟିକେଟ ଦାମ ଲକ୍ଷେ ପାର କରିଛି । ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି ହେଉଛି ଟିକେଟ । ସେମିଫାଇନାଲ ଟିକେଟ ବ୍ଲାକରେ ବିକ୍ରି ହେଉଥିବା ବେଳେ ଧରିଛି ପୋଲିସା ଜଣେ ଅଭିଯୁକ୍ତ ଗିରଫ , ୨ ଟିକେଟ ଜବତ ।
Views: 89