The Ultimate Managed Hosting Platform
ADVERTISEMENT

ପୁରୀ ଷ୍ଟେସନ କୋଚିଂ ଡିପୋରେ ନିଆଁ

Facebook
Twitter
LinkedIn

ପୁରୀ : ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଲାଗିଲା ନିଆଁ । କୋଚିଂ ଡିପୋରେ ଥିବା ଟ୍ରେନରେ ଲାଗିଲା ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁ ଲିଭା ଉଦ୍ୟମ ଜାରି । ମରାମତି ପାଇଁ ଷ୍ଟେସନରେ ରଖାଯାଇଥିଲା ଏସି କୋଚ୍ । ହୁତୁହୁତୁ ହୋଇ ଜଳିଗଲା କୋଚ୍ । ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ପାଇଁ ଆଜି ଷ୍ଟେସନକୁ ଆସିଥିଲା କୋଚ୍ । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login