ଖୋର୍ଦ୍ଧା : ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା । ସ୍ୱାମୀର ଅନ୍ତିମ ସଂସ୍କାର ପରେ ଘରେ ରଶି ଲଗାଇ ଆତ୍ମହତ୍ୟା । ବୋଲଗଡ ବେଣାଗାଡିଆ ପାଟଣା ଗାଁରେ ଅଭାବନୀୟ ଘଟଣା । ଦୀପାବଳି ଦିନ ସଡକ ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ହୋଇଥିଲା ।ସ୍ୱାମୀ ମୃତ୍ୟୁ ରେ ମ୍ରିୟମାଣ ହୋଇ ସ୍ତ୍ରୀର ଚରମ ପଦକ୍ଷେପ ।
Views: 96