The Ultimate Managed Hosting Platform
ADVERTISEMENT

ମାଓ ଡମ୍ପିଂ ଠାବ କଲା ବିଏସଏଫ

Facebook
Twitter
LinkedIn

ମାଲକାନଗିରି : ବିଏସଏଫର କୁମ୍ବିଂ ଅପରେସନ ବେଳେ ବଡ ସଫଳତା । ତୁଳସୀପାହାଡ ଗୁମ୍ଫାରେ ମାଓବାଦୀ ଲୁଚାଇଥିବା ଅସ୍ତ୍ରଶସ୍ତ୍ର ଜବତ । ଡମ୍ପିରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ । ୱାକିଟକି, ଟିଫିନ ବୋମା, ଗ୍ରେନେଡ ସହ ମାଓ ପୁସ୍ତିକା ଜବତ । ଯବାନଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ କରିଥିଲେ ଯୋଜନା । ଯୋଜନାକୁ ପଣ୍ଡ କଲେ ବିଏସଏଫ ଯବାନ , ସର୍ଚ୍ଚ ଅପରେସନ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...

Login