The Ultimate Managed Hosting Platform
ADVERTISEMENT

ସ୍କୁଲ ପରିସରରୁ ୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର

Facebook
Twitter
LinkedIn

ଯାଜପୁର : ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଯାଜପୁର ବଡଚଣା ଥାନା ଅନ୍ତର୍ଗତ ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ସାପକୁ ଉଦ୍ଧାର କଲା ଚଣ୍ଡିଖୋଲ ବନ ବିଭାଗ। ଅଜଗର ସାପ ସ୍କୁଲ ପରିସରରେ ବୁଲୁଥିବା ଦେଖି ସ୍କୁଲ କର୍ମଚାରୀ ଚଣ୍ଡିଖୋଲ ବନ ବିଭାଗକୁ ସୂଚନା ଦେଇଥିଲେ। ଚଣ୍ଡିଖୋଲ ବନବିଭାଗ ଅଧିକାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ବାରୁଣାବନ୍ତ ଜଙ୍ଗଲରେ ଛାଡିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login