The Ultimate Managed Hosting Platform
ADVERTISEMENT

ଉପବାଚସ୍ପତି ପଦରୁ ରଜନୀଙ୍କ ଇସ୍ତଫା

Facebook
Twitter
LinkedIn

ଭୁବନେଶ୍ୱର : ଉପ ବାଚସ୍ପତି ପଦରୁ ଇସ୍ତଫା ଦେଲେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ । ୨୪ ନିର୍ବାଚନ ପାଇଁ ବିଜେଡିରେ ବଡ଼ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ରଜନୀକାନ୍ତ ସିଂ ଚାରି ଚାରିଥରର ବିଧାୟକ ହୋଇଛନ୍ତି । ୨୦୦୪ରୁ ଲଗାତର ଅନୁଗୋଳ ବିଧାନସଭା ଆସନରୁ ଜିତୁଛନ୍ତି ରଜନୀକାନ୍ତ। ୨୦୧୯ ଜୁନରୁ ବିଧାନସଭାର ଉପ ବାଚସ୍ପତି ଭାବେ କାର୍ୟ୍ୟ କରି ଆସୁଥିଲେ । ବିଧାନସଭା ଶୀତ କାଳୀନ ଅଧିବେଶନ ଆସନ୍ତା ୨୧ରୁ ଆରମ୍ଭ ହେବାକୁ ଯାଉଛି। ତା ପୂର୍ବରୁ ଉପ ବାଚସ୍ପତିଙ୍କ ଇସ୍ତଫା ପରେ ପରବର୍ତ୍ତୀ ଉପ ବାଚସ୍ପତି କିଏ ହେବେ ତାହାକୁ ନେଇ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login