The Ultimate Managed Hosting Platform
ADVERTISEMENT

୨ ବାଘ ଛାଲ ଜବତ : ୨ ଗିରଫ

Facebook
Twitter
LinkedIn

ରାୟଗଡା : ରାୟଗଡାରୁ ୨ଟି କଲରାପତରିଆ ବାଘ ଛାଲ ଜବତ , ୨ ଜଣ ଗିରଫ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢାଉ କରି ଧରିଲା ଏସଟିଏଫ । ରାୟଗଡା ଚାନ୍ଦିଲି ଥାନା ତାମ୍ପରବିଦୁନି ଛଳରେ ଡିଲ ବେଳେ ଧରିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login