The Ultimate Managed Hosting Platform
ADVERTISEMENT

ପଞ୍ଜାବରେ ଭୂକମ୍ପ ଝଟକା, ହିମାଚଳ ଯାଏଁ ଝଟକା ଅନୁଭୂତ

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ଗତ କିଛିଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଦିଲ୍ଲୀ ପରେ ଏବେ ପଞ୍ଜାବର ରୁପନଗରରେ ୩.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଝଟକା ରାତି ୧.୧୩ ରେ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପର ଗଭୀରତା ୧୦ କିମି ତଳେ ରହିଛି । ଭୂକମ୍ପ ମନିଟରିଂ ସେଣ୍ଟର ଅନୁଯାୟୀ, ଧନ-ଜୀବନ ନଷ୍ଟ ହେବାର କୌଣସି ଖବର ନାହିଁ । ଭୂକମ୍ପର ଗଭୀରତା ନିକଟସ୍ଥ ହିମାଚଳ ପ୍ରଦେଶର କେତେକ ସ୍ଥାନରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login