The Ultimate Managed Hosting Platform
ADVERTISEMENT

ଭାଲୁ ନେଲା ଜୀବନ

Facebook
Twitter
LinkedIn

ଧର୍ମଗଡ : ଭାଲୁ ଆତଙ୍କ । ଜଣେ ମହିଳାଙ୍କୁ ଆକ୍ରମଣ କରି ମାରିଦେଲା ଭାଲୁ ।ଆମପାଣି ଥାନା ବରାଡଙ୍ଗା ଗାଁର ମହିଳାଙ୍କୁ କାମୁଡି ମାରିଦେଲା । ଆକ୍ରମଣ ସ୍ଥଳରେ ହିଁ ମହିଳା ଜଣଙ୍କର ଜୀବନ ଗଲା । ମୃତ ମହିଳା ପାତ୍ରବସା ଗାଁର ଭବାନୀ ବାଗ ବୋଲି ସୂଚନା ମିଳିଛି । ମହିଳା ଜଣକ ଆଜି ଭୋରରୁ ଶୌଚ ହେବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ସେ ଏକ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘ ସମୟ ପର୍ୟ୍ୟନ୍ତ ଘରକୁ ନ ଫେରିବାକୁ ଖୋଜାଖୋଜି କରିବା ପରେ ଜଙ୍ଗଲରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ବନବିଭାଗ ର ଅଧିକାରୀ ଏବଂ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login