ଭୁବନେଶ୍ୱର : ଭୁବନେଶ୍ୱର ପିଏଚ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ । ପିଏଚ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ । ଭୁବନେଶ୍ୱର ଅଫିସ ସମେତ ୪ଟି ସ୍ଥାନରେ ଚଢାଉ । ଭିଏସଏସନଗରରେ ୨ଟି , ରୁଦ୍ରପୁରରେ ଥିବା ଘରେ ରେଡ୍ । ଭଦ୍ରକ ମଠ ସାହି ଓ ତୋରଣପଡାରେ ମଧ୍ୟ ଚାଲିଛି ରେଡ ।
Views: 73