The Ultimate Managed Hosting Platform
ADVERTISEMENT

ମାଛ ଲୋଭ ନେଇଥାନ୍ତା ଜୀବନ !

Facebook
Twitter
LinkedIn

କଟକ : ଯୋବ୍ରା ବ୍ୟାରେଜରୁ ଖସି ପଡିଥିବା ବ୍ୟକ୍ତି ଉଦ୍ଧାର । ବ୍ୟକ୍ତିଙ୍କ ନାମ ଟୁଟୁ ଦାସ। ଘର ଯୋବ୍ରାର ମଝି ସାହି। ଟୁଟୁଙ୍କ ବୟସ ପାଖାପାଖି ୫୦ବର୍ଷ ହେବେ। ବ୍ରିଜରୁ ଖସି ପଡ଼ିଥିବାରୁ ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଅଗ୍ନିଶମ ବାହିନୀ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଛି । ମାଛ ଧରୁଥିବା ବେଳେ ଅସାବଧାନତା ବଶତଃ ଖସି ପଡିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login