ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଚନ୍ଦକା ଥାନା ଗୋଠପାଟଣାରେ ଏକ ଜଳଖିଆ ଦୋକାନରେ ହତ୍ୟା । ରାତିରେ କେହି ଦୁର୍ବୁତ୍ତ ଛୁରୀ ଭୁସି ହତ୍ୟା କରିଥିବା ସୂଚନା । ଛୁରା ମାଡ କରି ଦୁର୍ବୃତ୍ତ ଫେରାର । ମୃତ ମହିଳା ହେଉଛନ୍ତି ୩୫ ବର୍ଷୀୟ ସସ୍ମିତା ବେହେରା । ପରିବାର ସହ କ୍ରିଷ୍ନାପୁରୀ କଲୋନୀରେ ରହୁଥିଲେ । କିଏ କାହିଁକି ହତ୍ୟା କଲା ଏହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
Views: 81