The Ultimate Managed Hosting Platform
ADVERTISEMENT

ହମାସକୁ ସମର୍ଥନ ଜଣାଇଲେ ପାକିସ୍ତାନର ଶୀର୍ଷ ନେତା

Facebook
Twitter
LinkedIn

ନୂଆଦିଲ୍ଲୀ : ହମାସର ବିନାଶ ପାଇଁ ଇସ୍ରାଏଲ୍ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସକୁ ସମର୍ଥନ କରୁଛନ୍ତି। ଏହାରି ଭିତରେ ପାକିସ୍ତାନ ମଧ୍ୟ ହମାସ ସହିତ ଛିଡା ହୋଇଛି। ପାକିସ୍ତାନର ଜମିୟତ୍ ଉଲେମା-ଏ-ଇସଲାମ ଫଜଲ ର ମୁଖ୍ୟ ମୌଲାନା ଫଜଲୁର ରେହମାନ ଗତକାଲି କତାରରେ ହମାସ ମୁଖ୍ୟଙ୍କୁ ଭେଟିଥିଲେ ଏବଂ ସମର୍ଥନ ଦେବା କଥା କହିଥିଲେ।ମୌଲାନା କହିଛନ୍ତି ଯେ ଇସ୍ରାଏଲ ଅତ୍ୟାଚାର ମାଧ୍ୟମରେ ପାଲେଷ୍ଟାଇନରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ଏହା ସହିତ ଅଲ-ଅକସା ମସଜିଦର ସ୍ଥିତି ବଦଳାଇବାକୁ ମଧ୍ୟ ଉଦ୍ୟମ କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login