The Ultimate Managed Hosting Platform
ADVERTISEMENT

ରେଞ୍ଜ ରୋଭର ମୃତ୍ୟୁ; ୫୦ ଲକ୍ଷ ଦାବି

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ରେଞ୍ଜରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଦାବି କଲା ବିଜେପି । କ୍ଷତିପୂରଣ ସହ ଗିରଫ ଦାବି କଲେ ମୁଖପାତ୍ର ମନୋଜ ମହାପାତ୍ର । କ୍ଷତିପୂରଣ ରାଶି ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କ ଠାରୁ ଆଦାୟ କରାଯାଉ । ବିଶାଳ ଦାସ ଓ ସରୋଜ ଭୋଇଙ୍କ ଠାରୁ ଆଦାୟ କରନ୍ତୁ ସରକାର । ସିସିଟିଭି ଆଧାରରେ ଫୈାଜଦାରୀ ମାମଲା ରୁଜୁ କରିବାକୁ ଦାବି । ଫୈାଜଦାରୀ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ ଦାବି କଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login