ବଲାଙ୍ଗିର : ଯୁବକଙ୍କ ଉନ୍ମତ୍ତ କାଣ୍ଡ । ପାଣି ଟାଙ୍କି ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି କରି ଯୁବକଙ୍କ ଆତ୍ମହତ୍ୟା ଧମକ । କଲେଜ ଛକ ନିକଟରେ ପୁଇଁତଳାର ଜଣେ ଯୁବକଙ୍କ ହାଇଡ୍ରାମା । ଘଟଣାସ୍ଥଳରେ ପହଁଚି ଯୁବକଙ୍କୁ କାବୁ କଲା ଟାଉନ ଥାନା ପୋଲିସ ।
Views: 82