ରାଉରକେଲା : ଯୁବକଙ୍କୁ ମୁଖାପିନ୍ଧା ଦୁର୍ବୁତ୍ତଙ୍କ ଗୁଳିମାଡ । ବିଶ୍ରା ଥାନା ଆଇଟିଆଇ ନିକଟରେ କିଛି ଦୁବୁର୍ବତ୍ତଙ୍କ ଗୁଳିମାଡ । ଯୁବକଙ୍କ ପେଟରେ ଗୁଳି ବାଜିଥିବା ବେଳେ ସେ ରାଉରକେଲା ହସ୍ପିଟାଲରେ ର୍ଭ୍ତି ହୋଇଛନ୍ତି । ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କୁ ଗୁଳିମାଡ ହୋଇଥିବା ସୂଚନା ।
Views: 83

ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...
ଗାଜା : ଗାଜାରେ ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା କହିଲେ ଡୋନାଲ୍ଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟ ଦେଶ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ ଘୋଷଣା । ଇଜିପ୍ଟରେ...
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...
ନୂଆପଡା : ଆଜି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ତାରିଖ ଯାଏ ନାମାଙ୍କନ ଭରିବେ ବିଭିନ୍ନ ଦଳର ପ୍ରାର୍ଥୀ । ଅକ୍ଟୋବର...