ଭୁବନେଶ୍ୱର : ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ନରସିଂହ ମିଶ୍ରଙ୍କ ସମାଲୋଚନା । ମନୋଜ ମିଶ୍ରଙ୍କୁ ସମର୍ଥନ ସହ ବାସନ୍ଦ ଉଠାଇବାକୁ ପୁଣି ଦାବି କଲେ । ବୋଧ ହୁଏ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଙ୍ଗିଶା ଦୁଇ ଭାଗ ହୋଇଯାଉ । ପଶ୍ଚିମ ଓଡିଶା ଭାଷାକୁ କାହିଁକି ମାନ୍ୟତା ଦିଆଯାଉନି । ବିଜେଡି , ବିଜେପି ଏକ , ସେମାନେ ଦୁଇ ହେଲେ ତ ଲଢିବେ । ଜଣେ କହୁଛି ମୁଁ ରାମ ଭକ୍ତ ଓ ଅନ୍ୟ ଜଣେ କହୁଛି ଜଗନ୍ନାଥ ଭକ୍ତ । ପ୍ରକୃତରେ ଉଭୟ ଉଭୟଙ୍କ ଭକ୍ତ , ନିର୍ବାଚନକୁ ଦେଖି ରାଜନୀତି କରୁଛନ୍ତି ।
Views: 79