ଭୁବନେଶ୍ୱର : ମନୋଜ ମିଶ୍ରଙ୍କୁ ପଶ୍ଚିମ ଓଡିଶା ନେତାଙ୍କ ସମର୍ଥନ । ମନୋଜଙ୍କ ଉପରୁ ତୁରନ୍ତ ବ୍ୟାନ ପ୍ରତ୍ୟାହାର ଦାବି କଲେ ସାଲୁଜା । ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବକୁ ନିନ୍ଦା କରୁଛୁ । ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର ପ୍ରାଥମିକତା ଦିଅନ୍ତୁ । ମହାକୋଶଳ ବନ୍ଦ ଡାକରାକୁ ସମର୍ଥନ କଲେ ମୁକେଶ ମହାଲିଙ୍ଗ । ଏହି ଇସ୍ୟୁରେ ଆମେ ପଶ୍ଚିମ ଓଡିଶାବାସୀଙ୍କ ସହ ଅଛୁ । ବିବାଦକୁ ଦୁର୍ଭାଗ୍ୟଜନକ କହିଲେ ସାଂସଦ ସଙ୍ଗୀତା ସିଂହଦେଓ ।
Views: 82