ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ଜି.ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ । ୧୩ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ସବୁଠୁ ଥଣ୍ଡା । କୋରାପୁଟ ୧୩.୮, କିରେଇ ୧୪, ଦାରିଙ୍ଗବାଡି ୧୪.୫ ଡିଗ୍ରୀ ।ରାଜ୍ୟରେ ଶୀତ ରୁତୁ ପ୍ରବେଶ କରିଛି । ଜିଲ୍ଲାର ଲମତାପୁଟ, ଦସମନ୍ତପୁର, କୋରାପୁଟ, ନନ୍ଦପୁର ଅଂଚଳରେ ପ୍ରଥମ ଶୀତ ଅଳ୍ପ ଅଳ୍ପ ଅନୁଭୂତ ହୋଇଛି । ଚା’ ଦୋକାନରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି ।
Views: 66