The Ultimate Managed Hosting Platform
ADVERTISEMENT

ଗାଁ ରାସ୍ତାରେ ଖଣ୍ଡାରେ ହାଣିଲେ

Facebook
Twitter
LinkedIn

ପୋଲସରା : ଗାଁ ରାସ୍ତାରେ ପିଟିଲେ , ଖଣ୍ଡାରେ ହାଣିଲେ । ବୁଗୁଡା ଥାନା କିରିଆମ୍ବା ଗାଁ ରାସ୍ତାରେ ଯୁବକଙ୍କୁ ଆକ୍ରମଣ । ବୁଗୁଡା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ । ମୃତକ କରଚୁଲି ଗାଁର, ରାତିରେ ଘରକୁ ଫେରିବା ବେଳେ ଆକ୍ରମଣ । ପୂର୍ବ ଶତ୍ରୁତାରୁ ହତ୍ୟା ନେଇ ଥାନାରେ ଅଭିଯୋଗ କଲେ ପରିବାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login