The Ultimate Managed Hosting Platform
ADVERTISEMENT

ଧର୍ମଘଟ ସ୍ଥଗିତ, ପ୍ରତ୍ୟାହାର ନୁହେଁ –ସଂଘ

Facebook
Twitter
LinkedIn

ଭୁବନେଶ୍ୱର : ସରକାରଙ୍କ ସହ ଆଲୋଚନା ପରେ ବସ ମାଲିକ ସଂଖର ପ୍ରତିକ୍ରିୟା । ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ପ୍ରତିକ୍ରିୟା । ଆଲୋଚନା ସଫଳ ନୁହେଁ କି ବିଫଳ ନୁହେଁ । ୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଛି , ପ୍ରତ୍ୟାହୃତି ହୋଇନି । ଆସନ୍ତା ୩୦ରେ ବସିବ ସଂଘର ସାଧାରଣ ପରିଷଦ ବୈଠକ । ସାଧାରଣ ପରିଷଦ ବୈଠଳରେ ଆଗାମୀ କାର୍ଯ୍ୟପନ୍ଥା ନିଷ୍ପତ୍ତି । ଆମ ରୁଟ ଚାର୍ଟ ଦେଇଛୁ , ସରକାରଙ୍କ ରିଜୋଲ୍ୟୁସନ ଅପେକ୍ଷା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login