ରାଜଗାଙ୍ଗପୁର : ଡାକ୍ତର ଖାନାରେ ନାହାଁନ୍ତି ରୋଗୀ , ଚିକିତ୍ସା କଲେ ବିଧାୟକ । ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ରୋଗୀ ଦେଖିଲେ ବିଧାୟକ । ରାଜଗାଙ୍ଗପୁର ବିଧାୟକ ଡାକ୍ତର ସିଏସସି ରାଜନ ରୋଗୀ ଦେଖିଲେ । ରାଜଗାଙ୍ଗପୁର ସିଏଚସିରେ ଗତ ଦୁଇ ଦିନ ହେଲା ଡାକ୍ତର ନାହାନ୍ତି । ଖବରପାଇ ଡାକ୍ତରଖାନାକୁ ଯାଇଥିଲେ ବିଧାୟକ ଡାକ୍ତର ରାଜନ । ସଂଖ୍ୟାଧିକ ରୋଗୀ ହଇରାଣ ହେଉଥିବା ଦେଖି ନିଜେ ଚିକିତ୍ସା କଲେ ।
Views: 62