The Ultimate Managed Hosting Platform
ADVERTISEMENT

ଗାଁ ରାସ୍ତାରେ ୨ ଜଣଙ୍କୁ ହାଣିଲେ

Facebook
Twitter
LinkedIn

ଖଲ୍ଲିକୋଚ : ପୂର୍ବ ଶତ୍ରୁତାରୁ ଗାଁ ରାସ୍ତାରେ ଖଣ୍ଡାରେ ହାଣିଲେ । ଆକ୍ରମଣରେ ଜଣେ ଯୁବକ ମୃତ ଓ ଅନ୍ୟ ଜଣେ ଗୁରୁତର । ରମ୍ଭା ଥାନା ବଜରାମପଲ୍ଲୀ ଗାଁ ନିକଟରେ ୨ ଯୁବକଙ୍କୁ ଆକ୍ରମଣ । ଅଟୋରେ ଫେରୁଥିବା ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣ । ମୃତକ ଜଣଙ୍କ ହେଲେ କୋମଣ୍ଡ ଗାଁର ପଦ୍ମ ରେଡି ଓରଫ ମିଟୁ ରେଡି ଏବଂ ଗୁରୁତର ଜଣକ ହେଉଛନ୍ତି ଲଷ୍ମୀ ନରସିଂହ ପଣ୍ଡା। ଉଭୟଙ୍କୁ ପୁରୁଷୋତ୍ତମପୁର ମେଡ଼ିକାଲ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳ ଘଟଣା ସ୍ଥଳରେ ରମ୍ଭା ଥାନା ପୋଲିସ ଏବଂ ଛତ୍ରପୁର ଏସିଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login