ଭୁବନେଶ୍ୱର : ପୂଜା ବୁଲିବାକୁ ଯାଉଥିଲେ ଘର ଉପରେ ନିଘା ରଖିବ ପୋଲିସ । ରାଜଧାନୀରେ ଲୋକଙ୍କ ଘର ଉପରେ ନଜର ରଖିବ ପୋଲିସ । ଭୁବନେଶ୍ୱର ୨ ନମ୍ବର ଜୋନ୍ ଏସିପି ଗିରିଜା ଚକ୍ରବର୍ତ୍ତୀଙ୍କ ସୂଚନା । ଆପଣ ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ପାଖ ପଡୋଶୀଙ୍କୁ ମଧ୍ୟ ଟିକେ କହିଦେଇ ଯାଆନ୍ତୁ । ଆଉ ମଧ୍ୟ ଲୋକାନ ଥାନା ପୋଲିସକୁ ଟିକେ ଜଣାଇ ଦିଅନ୍ତୁ । ଏହାଦ୍ୱାରା ସମ୍ପୃୃକ୍ତ ସେହି ଅଞ୍ଚଳରେ ପିସିଆର ଅଧିକ ବୁଲାଇବୁ ।
Views: 114