ଭୁବନେଶ୍ୱର : ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗ ମାମଲା । ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କଲା ବିଜେପି । ସାଂସଦ ମହୁଆ ମୈତ୍ରଙ୍କ ସହ ପିନାକୀଙ୍କ ଫଟୋ ଦେଖାଇ ନିଶାନା । ମହୁଆଙ୍କ ସହ ପିନାକୀଙ୍କ କଣ ସମ୍ପର୍କ ରହିଛି ପଚାରିଲା ବିଜେପି । ପିନାକୀ ମିଶ୍ରଙ୍କୁ ବହିଷ୍କାର କରିବାକୁ ଦାବି କଲା ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ପ୍ରେସମିଟରେ ଦାବି । ମୁଖ୍ୟମନ୍ତ୍ରୀ ଇଓଡବ୍ଲ୍ୟୁ ଦ୍ୱାରା ତଦନ୍ତ କରାନ୍ତୁ କହିଲା ବିଜେପି ।
Views: 89