The Ultimate Managed Hosting Platform
ADVERTISEMENT

ରାୟଗଡାରେ ବସ ଯାତ୍ରୀ ଭୋଗୁଛନ୍ତି ଡବଲ ଯନ୍ତ୍ରଣା

Facebook
Twitter
LinkedIn

ରାୟଗଡା : ଆଜି ରାୟଗଡାରେ ବସ ଯାତ୍ରୀ ଭୋଗୁଛନ୍ତି ଡବଲ ଯନ୍ତ୍ରଣା । ଘରୋଇ ବସ ବନ୍ଦ ସାଙ୍ଗକୁ ସରକାରୀ ବସ ବି ଧୋକ୍କା ଦେଲା । ରାୟଗଡାର ସବୁ ସରକାରୀ ବସ ପାରଳାଖେମୁଣ୍ଡିରେ ନିୟୋଜିତ । ୧୨ଟି ବସରୁ ୩ଟି ଖରାପ , ଆଉ ୯ଟି ସରକାରୀ କାମରେ ନିୟୋଜିତ । ପାରଳାଖେମୁଣ୍ଡିରେ ଲକ୍ଷ୍ମୀ ବସ ଉଦଘାଟନ କାର୍ଯ୍ୟରେ ନିୟୋଜିତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login