The Ultimate Managed Hosting Platform
ADVERTISEMENT

ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର

Facebook
Twitter
LinkedIn

ନୀଳଗିରି : ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ୨ ଜଣ ଗୁରୁତର ହୋଇଛନ୍ତି । ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଅଘଟଣ । ୨ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି । ଘର ଭିତରେ ଗ୍ରୋସରୀ ଦୋକାନ ଥିଲା । ସବୁ ପୋଡି ପାଉଁଶ । ଜଳିଯାଇଥିବା ଘର ଭିତରେ ବାଣ ମଧ୍ୟ ରହିଥିବା ସୂଚନା । ମିଳିଥିବା ସୂଚନା ମୁତାବକ ରୋଷେଇ କରୁଥିବା ସମୟରେ କୌଣସି କାରଣବଶତଃ ଗ୍ୟାସ ଟାଙ୍କିଟି ଫାଟିଯାଇଥିଲା । ଫଳରେ ଘରକୁ ଲାଗିକରି ଥିବା ଗ୍ରୋସରୀ ଦୋକାନରେ ନିଆଁ ଲାଗିଥିଲା। ବାଣ ବିକ୍ରି ପାଇଁ ଗ୍ରୋସରୀ ଦୋକାନରେ କିଛି ବାଣ ଥିଲା ଯେଉଁଥିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା । ପରିବାରର ତିନି ଜଣ ସଦସ୍ୟ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login