The Ultimate Managed Hosting Platform
ADVERTISEMENT

ଶ୍ୱଶୁର ଘର ଗାଁରେ ଜ୍ୱାଇଁର ମୃତଦେହ

Facebook
Twitter
LinkedIn

କଣ୍ଟାବାଞ୍ଜି : ଶ୍ୱଶୁର ଘର ଗାଁରେ ଜ୍ୱାଇଁର ମୃତଦେହ ଉଦ୍ଧାର । ବଙ୍ଗୋମୁଣ୍ଡା ମାଲପଡା ଗାଁ ନଦୀପଠାର ବାଉଁଶ ବୁଦାରୁ ଉଦ୍ଧାର । କାଲି ମାଛ ଧରିବାକୁ ଗାଁର ୨ ଯୁବକ ଘରୁ ଡାକି ନେଇଥିଲେ । ଅନ୍ୟପଟେ କିନ୍ତୁ ପୁଅକୁ କରେଣ୍ଟ ଦେଇ ମାରି ଦେଇଥିବା ପରିବାରର ଲୋକ ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଲେ ଭାଲୁମୁଣ୍ଡା ଗାଁର ବଂଶୀ ଠେଲା। ତେବେ ଯୋଜନାବଦ୍ଧ ଭାବେ ବଂଶୀଙ୍କୁ ହତ୍ୟା କରିଥିବା ମୃତକଙ୍କ ଭାଇ ସୁରେନ୍ଦ୍ର ଠେଲା ଅଭିଯୋଗ କରିଛନ୍ତି। ଖବର ପାଇ ବଙ୍ଗୋମୁଣ୍ଡା ପୁଲିସ ଶଵ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି,ପରିବହନ ଠପ

ଡ୍ରାଇଭର ଆନେ୍ଦାଳନ ନାଁରେ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ

ଭୁବନେଶ୍ୱର : ଡ୍ରାଇଭର ଭାଇମାନଙ୍କୁ ଆନେ୍ଦାଳନରୁ ଓହରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ । ସରକାର ଆପଣଙ୍କ ସମସ୍ତ ଦାବିକୁ ଶୁଣିଛନ୍ତି । ସବୁ ଦାବିର ସମାଧାନ ହେବ...

ADVERTISEMENT

Login