The Ultimate Managed Hosting Platform
ADVERTISEMENT

ସିକ୍ୟୁରିଟି ଗାର୍ଡଙ୍କୁ ହାଣିଲେ ଦୁର୍ବୁତ୍ତ

Facebook
Twitter
LinkedIn

ଭୁବନେଶ୍ୱର : ଦୁର୍ବୁତ୍ତଙ୍କ ଆକ୍ରମଣରେ ସିକ୍ୟୁରିଟି ଗାର୍ଡ ଗୁରୁତର । ପୁରୀ-ବାଇପାସ ରୋଡ ମଙ୍ଗରାଜ ପଏଣ୍ଟ ନିକଟରେ ଆକ୍ରମଣ । ଗାଡି ସୋ ରୁମରେ ଡ୍ୟୁଟି ବେଳେ ଗାରୁଆ ଅସ୍ତ୍ରରେ ଆକ୍ରମଣ । ଲୁଟ ଉଦ୍ୟମ କରି ବିଫଳ ପରେ ଆକ୍ରମଣ କରିଥିବା ଅନୁମାନ । ଘଟଣା ସ୍ଥଳରୁ ଦୁର୍ବୁତ୍ତ ଫେରାର । ସିକ୍ୟୁରିଟି ଗାର୍ଡ ହସ୍ପିଟାଲରେ ଭର୍ତ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

ADVERTISEMENT

Login