The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

୨୦୨୮ ଅଲମ୍ପିକ୍ସରେ କ୍ରିକେଟ

Facebook
Twitter
LinkedIn

ନୂଆଦିଲ୍ଲୀ : ୨୦୨୮ ଲସ ଆଞ୍ଜେଲସ ଅଲମ୍ପିକ୍ସରେ ଖେଳାଯିବ କ୍ରିକେଟ । କ୍ରିକେଟର ଟି-ଟ୍ୱେଣ୍ଟି ଫର୍ମାଟକୁ ଅଲମ୍ପିକ୍ସରେ ସାମିଲ ପାଇଁ ମଞ୍ଜୁରୀ । ମୁମ୍ବାଇ ବୈଠକରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ମଞ୍ଜୁରୀ । କ୍ରିକେଟ ସହ ଆଉ ୪ ଖେଳକୁ ଅଲିମ୍ପିକ୍ସରେ ସାମିଲ କରାଯିବ । ବେସବଲ୍, ଫ୍ଲାଗ ଫୁଟବଲ୍, ସ୍କ୍ୱାଶ୍ ଓ ଲ୍ୟାକ୍ରସକୁ ବି ମଞ୍ଜୁରୀ । ଆଇଓସି ଶୁକ୍ରବାର ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ରିକେଟ୍କୁ ମଞ୍ଜୁରି ଦେଇଛି। ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍ ଏହା ଘୋଷଣା କରିଛନ୍ତି। ଥୋମାସ ବାକ୍ ଗୁରୁବାର ମୁମ୍ବାଇରେ କାର୍ୟ୍ୟକାରୀ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ସମୟରେ ସେ ଏହି ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login