The Ultimate Managed Hosting Platform
ADVERTISEMENT

ସରକାର ଭୟଭୀତ-ନରସିଂହ

Facebook
Twitter
LinkedIn

ଭୁବନେଶ୍ୱର :ଆରମ୍ବରୁ ଗୃହରେ ପ୍ରବଳ ହଟ୍ଟଗୋଳ । ଯାହା ଫଳରେ ବାଚସ୍ପତି ପ୍ରମିଳା ମଲ୍ଲିକ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି । ତେବେ ଗୃହ ନ ଚାଲିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ କହିଲେ ନରସିଂହ ମିଶ୍ର । ବିରୋଧୀ ବିରୋଧ କରିବେ, ସରକାର ଗୃହ ଚଳାଇବା କଥା । ଗୃହ ବନ୍ଦ ହେବାରୁ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନି । ସରକାର ଭୟଭୀତ , ବିରୋଧୀଙ୍କ ପ୍ରଶ୍ନ ଉତ୍ତର ଦେଉ ନାହାନ୍ତି । ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବା କଥା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login