The Ultimate Managed Hosting Platform
ADVERTISEMENT

‘ବାଚସ୍ପତି ଶାସକ ଦଳର କଣ୍ଢେଇ’-ଜୟନାରାୟଣ

Facebook
Twitter
LinkedIn

ଭୁବନେଶ୍ୱର : ମୁଲତବି ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । ବାଚସ୍ପତି ଶାସକ ଦଳର କଣ୍ଢେଇ ଭଳି କାମ କରୁଛନ୍ତି । ବାଚସ୍ପତି ଦଳୀୟ ଭାବନାରୁ ଉଦ୍ଧ୍ୱର୍ରେ ରହିବା ଉଚିତ୍ । ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି । ଗୃହ ଚାଲୁ ବୋଲି ଶାସକ ଦଳ ଚାହୁଁନି । ବିଧାନସଭା ନ ଚାଲିବା ପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି । ଶାସକ ଦଳକୁ ସଙ୍କଟ ଆସିଲେ ଗୃହ ମୁଲତବି କରୁଛନ୍ତି । ଶାସକ ଦଳ ଅସଂସଦୀୟ ଶବ୍ଦ ପ୍ରୟୋଗ କଲେ ବାଦ ଦିଆଯାଉନାହିଁ ।
ନିଜକୁ ଅସୁରକ୍ଷିତ କହିଲେ ଜୟନାରାୟଣ ମିଶ୍ର । ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଥିବା କହିଲେ । ଆଜି ମୋର ସମ୍ବଲପୁର ଘର ଆଗରେ ବି କ୍ଷୋଭ କରାଯାଉଛି । ସମ୍ବଲପୁର ସର୍କିଟ ହାଉସରେ ବିଜେଡି କର୍ମୀ ପଶି ଭଙ୍ଗାରୁଜା କରିଥିଲେ । ମୁଁ ଥିବା ସନେ୍ଦହରେ ସର୍କିଟ ହାଉସରେ ଏପରି କରିଥିଲେ । ମୁଁ ସେଦିନ ଥିଲେ ମୋତେ ହତ୍ୟା କରି ଦେଇଥାନ୍ତେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login