ଆନନ୍ଦପୁର : ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍ ନିକଟରେ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଏବଂ ଜଣେ ମହିଳା ସୂଚନା । ୨ଟି ବାଇକ ମଧ୍ୟରେ ଧକ୍କା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ସୂଚନା । ମୃତକ ହେଲେ ଘଷିପୁରା ଥାନା କଲାବିଲା ଗାଁର ସହଦେବ ବେହେରା, ତାଙ୍କ ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ବାଇଁ ଅଭିରାମ ବେହେରା ଆନନ୍ଦପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 95