ଜଗତସିଂହପୁର : ସାଇବର ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ସଭାଗୃହ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର ଓ ଜିଲାପାଳ ପାରୁଲ ପଟୱାରୀ ଯୋଗ ଦେଇ ସାଇବର ଅପରାଧକୁ ରୋକିବା ପାଇଁ ଲୋକମାନଙ୍କୁ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ତାରିଖ ଦିନ ସଚେତନତା ରଥର ଶୁଭାରମ୍ଭ କରିବେ।ପ୍ରତ୍ୟେକ ଜିଲ୍ଲା ସହରାଞ୍ଚଳ ସହିତ ଗ୍ରାମାଞ୍ଚଳର ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କୁ ସାଇବର କ୍ରାଇମ ରୁ ରକ୍ଷା ପାଇବା ପାଇଁ ସଚେତନ କରିବ।ଏହି ସଚେତନତା କାର୍ଯ୍ୟକ୍ରମରେ ଅଙ୍ଗନବାଡି ,ଆଶା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ,ବିଦ୍ୟାଳ ଓ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ସହିତ ବିଭିନ ବିଭାଗର ଅଧିକାରୀ ମାନେ ସଚେତନତା କାର୍ଯ୍ୟକରିବେ।ଏହି ସଚେତନତା କାର୍ଯ୍ୟକ୍ରମ ରେ ସମସ୍ତେ ସହଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ସାଇବର ସୁରକ୍ଷା ଅଭିଯାନ ପାଇଁ ସାମ୍ବାଦିକ ସମ୍ମିଳନୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଖାଇକୁ ଖସିଲା କାର , ଚାଲିଗଲା ୨ ଭାଇଙ୍କ ଜୀବନ
ୟୁପି : ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଆହତ ଗୁରୁତର ଆହତ ହୋଇଛନ୍ତି ।...
ଝରଣାରେ ବୁଡି ୨ ଜଣଙ୍କର ଚାଲିଗଲା ଜୀବନ
ରାଉରକେଲା : ଝରଣାରେ ଗୋଡ ଖସି ୨ ଜଣଙ୍କର ଚାଲିଗଲା ଜୀବନ । ୪ ଜଣ ଉଦ୍ଧାର ହୋଇଛନ୍ତି । ବ୍ରାହ୍ମଣୀତରଙ୍ଗ ଥାନା ବିରକେରା ନ୍ଖଳଙ୍କ ଘାଘରା...
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ
ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...
ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଜାରି
ନୂଆପଡା : ନୂଆପଡା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି । ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି...