ଭୁବନେଶ୍ୱର : ରାଜଧାନୀର ଛାତି ଉପରେ ମୁହାଁମୁହିଁ ପରିସ୍ଥିତି । ଲୋୟର ପିଏମଜିରେ ଗର୍ଜିଲେ ଆୟୁଷ ଡାକ୍ତର । ନାରାବାଜି କଲେ ସରକାରଙ୍କ ଉପରେ ବର୍ଷିଲେ । ରାଜ୍ୟ ସରକାର ମୁର୍ଦାବାଦ ବୋଲି ନାରା ଦେଇ ଗର୍ଜିଲେ । ବାରମ୍ବାର ଦାବି ପୂରଣ ନେଇ ରାଜରାସ୍ତାରେ ଆନେ୍ଦାଳନ କରୁଛନ୍ତି ଆୟୁଷ ଡାକ୍ତର । ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଆନେ୍ଦାଳନ କରିଛନ୍ତି ଆୟୁଷ ଡାକ୍ତର । ରାଜଧାନୀର ଛାତି ଉପରେ ଆୟୁଷ ଡାକ୍ତରଙ୍କ ଏ ଉଗ୍ର ରୂପ ହିଁ ବୟାନ କରୁଛି । ଆନେ୍ଦାଳନ ବେଳେ ମୁହାଁମୁହିଁ ହୋଇଛନ୍ତି ଆୟୁଷ ଡାକ୍ତର ଓ ପୁଲିସ । ଏପରିକି କିଛି ଛାତ୍ରଛାତ୍ରୀଙ୍କୁ ପୁଲିସ ଉଠାଇ ନେଇଛି । ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କୁ ଉଠାଇ ନେଇ ଯାଉଥିବା ପୋଲିସ ଭ୍ୟାନ ଆଗକୁ ଅଟକାଇଥିଲେ ଛାତ୍ରଛାତ୍ରୀ । କିଛି ସମୟ ପାଇଁ ପରିସ୍ଥିତି ଅଣାୟତ ହୋଇଥିଲା । ସାମାନ୍ୟ ଜ୍ୱର କାଶ ଏବଂ ସାଧାରଣ ରୋଗ ପାଇଁ ଆୟୁଷ ଡାକ୍ତରଙ୍କ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରାଳୟ ଆୟୁଷ ମନ୍ତ୍ରାଳୟ କରିଛନ୍ତି । କିନ୍ତୁ ରାଜ୍ୟରେ ଆୟୁଷ ଡାକ୍ତର ଅଲୋଡା ହୋଇ ରହିଛନ୍ତି । ସେମାନଙ୍କର ଦାବି ହେଲା ୨୧ ବର୍ଷ ହେଲା ଆୟୁଷ ଡାକ୍ତରଙ୍କୁ ମିଳିନାହିଁ ନିଯୁକ୍ତି । ରାଜ୍ୟରେ ୮ ହଜାର ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବା କଥା । ୮୦୦ ଆୟୁଷ ହସ୍ପିଟାଲ ଖୋଲାଯିବା କଥା । ତେଣୁ ଦାବି ପୂରଣ ନ ହେଲେ ଆଗକୁ ଆନେ୍ଦାଳନ ଆହୁରୀ ତୀବ୍ରତର ହେବ ବୋଲି କହିଛନ୍ତି ଆୟୁଷ ଡାକ୍ତର ଛାତ୍ର ଛାତ୍ରୀ ।
ଗର୍ଜିଲେ ଆୟୁଷ ଡାକ୍ତର, ରାଜଧାନୀର ଛାତି ଉପରେ ମୁହାଁମୁହିଁ ପରିସ୍ଥିତି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







