ହସିଲାଣି କାଶ ତଣ୍ଡି , ଆସିଲାଣି ପାର୍ବଣ ଆଗମନର ସୂଚନା । କାଶତଣ୍ଡି ଫୁଲ ପ୍ରକୃତିର ଏକ ଅନବେଦ୍ୟ ଉପହାର । କାଶତଣ୍ଡି ଏକ ଫଉଲ ହେଲେ ମଧ୍ୟ ପ୍ରକୃତିର ଏକ ନୈସର୍ଗିକ ଉପାଦାନ । ସୁନେଲି ପୋଷାକର ସକାଳର ସୂର୍ଯ୍ୟକିରଣରେ ହସୁଛି ରାଣୀ କାଶତଣ୍ଡି । ଧଳା ରଙ୍ଗର ଏହି କାଶତଣ୍ଡି ଫୁଲ ଏବେ ସମସ୍ତଙ୍କ ମନକୁ କିଣି ନେଉଛି । ହାଲୁକା ହାଲୁକା ପବନର ଛୁଆଁରେ ଖିଲି ଖିଲି ହସୁଛି ପ୍ରକୃତିର ଏହି ଅପୂର୍ବ ସୃଷ୍ଟି । ଆଉ କହୁଛି ହେ ମଣିଷ ମାନେ ଏବେ ଆସିଛି ପାର୍ବଣର ରୁତୁ । ଶରତ ରୁତୁରେ ମା ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ସତେ ଯେମିତି ଧରା ପୃଷ୍ଠକୁ ଓହ୍ଲାଇ ଆସିଛି କାଶତଣ୍ଡି । ଏ ହେଉଛି ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତାର ନଦୀ ପଠାର ଦୃଶ୍ୟ । ସୁଗନ୍ଧ ନ ଥାଏ ସିନା କିନ୍ତୁ ରୂପ ତାର ଭାରି ମନଲୋଭା । ଭ୍ରମରକୁ ଆକର୍ଷିତ କରିପାରେନି ସିନା କିନ୍ତୁ କବି ଭାବୁକ ବାଟରେ ଯାଉଥିବା ଲୋକଙ୍କୁ ଆନମନା କରିଦିଏ । ପାର୍ବଣର ପୂର୍ବାଭାଷ ଦେଇଥାଏ କାଶତଣ୍ଡି ଫୁଲ । ଜଗତଜନନୀଙ୍କ ଆଗମନରେ ପୁଲକିତ ହେବ ଧରଣୀରାଣୀ ସେଥିପାଇଁ ତ କବି କୁହନ୍ତି କାଶତଣ୍ଡି କାଳେ ଦୋବ ଫରଫର ହୋଇ ଅନାଇ ରହିଥାଏ ମାଙ୍କୁ । ଆଉ ଜହ୍ନ ଆସିଲେ କାଶତଣ୍ଡି ଫୁଲ ହସି ଉଠିଥାଏ ।
ହସିଲାଣି କାଶତଣ୍ଡି , ଆସିଲାଣି ପାର୍ବଣ ଆଗମନର ସୂଚନା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







