ଭୁବନେଶ୍ୱର : ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । ପୋଡିୟମ ତଳେ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ହଟ୍ଟଗୋଳ ଭିତରେ ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବଙ୍କ ଗସ୍ତ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ଦୁଆରକୁ ଯାଉଛି ସିଏମଓ । ଲୋକଙ୍କଠାରୁ ଅଭିଯୋଗ ଶୁଣୁଛି । ସମସ୍ୟାର ସମାଧାନ ଦିଗରେ ନିଆଯାଉଛି ତ୍ବରିତ ପଦକ୍ଷେପ । ଗତ ୬ ମାସରେ ୧୯୦ଟି ସ୍ଥାନରେ ଜନଶୁଣାଣି ହୋଇଛି । ଲୋକଙ୍କ ଅଭିଯୋଗ ଶୁଣାଣି ଯୋଗୁ ଲୋକ ଖୁସି ପ୍ରକାଶ କରିଛନ୍ତି ।
Views: 102











