The Ultimate Managed Hosting Platform
ADVERTISEMENT

ପୁରୀରୁ ଜବତ ହେଲା ୧୨ ଲକ୍ଷ ଟଙ୍କାର ଧଳାଜହର

Facebook
Twitter
LinkedIn

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଧଳା ଜହର କାରବାର । ପ୍ରତି ସମୟରେ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗାର ଚାଳଣା କରାଯାଉଥିବା ବେଳେ ଏହି ନେଟୱାର୍କକୁ କାବୁ କରିବା ପୋଲିସ୍ ପାଇଁ ଏବେ ବଡ ଚ୍ୟାଲେଞ୍ଜ୍ ପାଲଟିଛି । ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ବାସେଳୀ ସାହି ନିକଟରେ ବିପୁଳ ପରିମାଣର ବ୍ରାଉନସୁଗର କାରାବାର ସୂଚନା ପାଇଥିଲା ଅବକାରୀ ବିଭାଗ । ସେଠାରେ ଚଢାଉ କରି ପୋଲିସ ଯୋଜନାକୁ ପଣ୍ଡ କରିବା ସହ ୧୨୦ ଗ୍ରାମ୍ର ଧଳାଜହର ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ଠାରୁ ଉଦ୍ଧ୍ୱର୍ ହେବ ବୋଲି ଅନୁମାନ କରାଯାଉଛି । ଏହି ମାମଲାରେ ଜଡିତ ଥିବା ୫ଜଣକୁ ଗିରଫ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login