ସମ୍ବଲପୁର : ହୀରାକୁଦ ଜଳ ଭଣ୍ଡାରରେ ପୁଣି ବଢିଲା ବନ୍ୟାଜଳ । ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ ଖୋଲା । ବର୍ତ୍ତମାନ ୨୪ଟି ଗେଟ ଦେଇ ଡ୍ୟାମରୁ ଜଳ ନିଷ୍କାସନ । ବର୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୨୯ ଫୁଟରେ ପହଂଚିଥିବାବେଳେ ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୪୩ ହଜାର ୭୫୧ ଘନଫୁଟ ବନ୍ୟାଜଳ ସେପଟେ ୨୪ଟି ଗେଟ ଖୋଲାଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୯୪ ହଜାର ୫୭୫ ଘନଫୁଟ ବନ୍ୟାଜଳ ।
Views: 81











