The Ultimate Managed Hosting Platform
ADVERTISEMENT

ଗାଁରେ ବୁଲି କହିବ ବିଜେପି : ଧର୍ମେନ୍ଦ୍ର

Facebook
Twitter
LinkedIn

ଭୁବନେଶ୍ୱର : ମହିଳା ସରଂକ୍ଷଣ ବିଲକୁ ନେଇ ଗାଁ ଗାଁରେ ପ୍ରଚାର କରିବ ବିଜେପି । ଭୁବନେଶ୍ୱରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା । ଓଡିଶାର ୫୦ ହଜାର ଗାଁରେ ଛୋଟ ସଭା କରି ଅବଗତ କରାଯିବ । ଲୋକସଭାରେ ୮୧ ମହିଳା ଅଛନ୍ତି , ଆଇନ ଲାଗୁ ହେଲେ ୧୮୨କୁ ବଢିବ । ଓଡିଶାରେ ୧୮ ଜଣ ବିଧାୟିକା ଅଛନ୍ତି ,୫୦କୁ ବୃଦ୍ଧି ପାଇବ । ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଉତ୍ସବ ପାଳନ । ଦୀର୍ଘ ଦିନର ଅପେକ୍ଷା ପରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିବାରୁ ଖୁସି ମନାଇଛନ୍ତି ବିଜେପି ମହିଳା ନେତ୍ରୀ ଓ କର୍ମୀ । ବିଲ୍ ପାରିତ କରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login