The Ultimate Managed Hosting Platform
ADVERTISEMENT

ହୀରାକୁଦର ୧୬ ଗେଟ୍ ଖୋଲା

Facebook
Twitter
LinkedIn

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାର ଆଉ ୧୦ ଟି ଗେଟ । ଗତକାଲି ୬ଟି ଗେଟ ଖୋଲିଥିଲା । ମୋଟ ୧୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏ ନେଇ ସୂଚନା ଦେଲେ ହୀରାକୁଦ ଜଲଭଣ୍ଡାର ମୁଖ୍ୟଯନ୍ତ୍ରୀ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଲଭଣ୍ଡାରର ଇନଫ୍ଲ ବଢ଼ୁଥିବାରୁ ଗେଟ ଖୋଲିବା ନେଇ ନିଷ୍ପତି ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login