The Ultimate Managed Hosting Platform
ADVERTISEMENT

ହେବନି ଆଗୁଆ ନିର୍ବାଚନ !

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ହୋଇ ନ ପାରେ ଆଗୁଆ ନିର୍ବାଚନ । ସଂସଦରେ କଥା ଛଳରେ କହିଲେ ପ୍ରଧାନମନ୍ତ୍ରୀ ମୋଦି । ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ କହିଲା ବେଳେ କହିଲେ । ବିରୋଧୀଙ୍କ ଉଦେ୍ଦଶ୍ୟରେ ଏବେ ତ ନିର୍ବାଚନ ଡେରି ଅଛି ବୋଲି କହିଲେ । ଭୋଟ ଡେରି ଅଛି , ଏହା ଭିତରେ କାହାର ବ୍ୟବହାର କଣ ଜଣାପଡିଯିବ । ବ୍ୟବହାରରୁ ଜଣେ ପଡିବ କିଏ ଏପଟେ ଓ କିଏ ସାମ୍ନା ପଟେ ବସିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login