ଭୁବନେଶ୍ୱର: ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଥିବା କହିଲେ ପୃଥ୍ୱିରାଜ । ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଥିବା କହିଲେ ପୃଥ୍ୱିରାଜ । ରାଜ୍ୟ ସରକାରଙ୍କୁ ପୃଥ୍ୱିରାଜ ହରିଚନ୍ଦନଙ୍କ କଡା ସମାଲୋଚନା । ଯେଉଁ ସରକାର ସମାଲୋଚନା ସହେନି, ତାହା ଏକଛତ୍ରବାଦ ଶାସନ । ଦେଶରେ ଜରୁରୀକାଳୀନ ସ୍ଥିତି ଭଳି ଏବେ ସମାନ ଅବସ୍ଥା ଦେଖାଯାଉଛି । ରାଜ୍ୟରେ ଜଣେ ସଚିବ ମହାରାଜ ଭଳି ବୁଲିବୁଲି ପ୍ରତିଶ୍ରୁତି ବାଣ୍ଟୁଛନ୍ତି । ରାଜ୍ୟର ଏକଛତ୍ରବାଦ ଶାସନ ବିରୋଧରେ କେହି ବି ଚୁପ ରହିବେନି ।
Views: 83