The Ultimate Managed Hosting Platform
ADVERTISEMENT

ଛାତ୍ର ସଂସଦ ନିର୍ବାଚନ ପାଇଁ ହାଇକୋର୍ଟରେ ମାମଲା

Facebook
Twitter
LinkedIn

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ହାଇକୋର୍ଟରେ ମାମଲା । ଏବିଭିପି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର । ଚଳିତ ବର୍ଷ ସମସ୍ତ କଲେଜରେ ନିର୍ବାଚନ ପାଇଁ ଆବେଦନ । ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା । ଛାତ୍ର ସଂସଦ ନିର୍ବାଚନ ନ ହେବା ଯୋଗୁଁ କଣ କ୍ଷତି ହେଉଛି ତାହା ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ। ଏହି ଜନସ୍ବାର୍ଥ ମାମଲାର ଆବେଦନକାରୀ ହେଉଛନ୍ତି ଏବିଭିପି ରାଜ୍ୟ ସମ୍ପାଦକ। ନିକଟରେ ବେଙ୍ଗଲ ହାଇକୋର୍ଟ ମଧ୍ୟ ଛାତ୍ର ସଂସଦ ନିର୍ବାଚନ କାହିଁକି ଜରୁରୀ ସେ ନେଇ ଦେଇଥିବା ରାୟ ଉପରେ ନଜର ଦେବାକୁ ଆବେଦନରେ ଦର୍ଶାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login